Followers

ସମ୍ପର୍କ #Relation #brothersister

 

ସମ୍ପର୍କ

ଭାଇ ଭଉଣୀ ଭିତରେ ଥିବା ରାଗ କୁ ଅଭିମାନ କୁହାଯାଏ,

ଭାଇ ଭାଇ ଭିତରେ ଥିବା ରାଗ କୁ ଝଗଡ଼ା କୁହାଯାଏ,

ବାପା ପୁଅ ଭିତରେ ଥିବା ରାଗ କୁ ଶ୍ରଦ୍ଧା କୁହାଯାଏ,

ମା ପିଲା ଭିତରେ ଥିବା ରାଗ କୁ ସ୍ନେହ କୁହାଯାଏ,

ସାଙ୍ଗ ସାଙ୍ଗ ଭିତରେ ଥିବା ରାଗ କୁ ଇର୍ଷା କୁହାଯାଏ,

ଗୁରୁ ଶିଷ୍ୟ ଭିତରେ ଥିବା ରାଗ କୁ ଭକ୍ତି କୁହାଯାଏ,

ଦୁଇ ପଡୋଶୀ ଭିତରେ ଥିବା ରାଗ କୁ କଳି କୁହାଯାଏ,

ନିଜ ଓ ଅନ୍ୟ ଭିତରେ ଥିବା ରାଗ କୁ ହିଂସା କୁହାଯାଏ ।


ଏହି ସମସ୍ତ ର ଉପସ୍ଥିତି ପାଇଁ ସମ୍ପର୍କ ର ମହତ୍ତ୍ଵ କୁ ଜାଣିହୁଏ କିନ୍ତୁ ଅଧିକ ହେଲେ ସମ୍ପର୍କ କୁ ନଷ୍ଟ କରିଦିଏ ।



Post a Comment

0 Comments