About Me
Hello everyone,
I am S Bholasankar & belong from India. I am a creative person and creativity is my hobby. Reading gives me immense pleasure. I am happy to do something new and learn something new. The source of my knowledge is the people in my environments and my surroundings, that is to say, there is nothing wrong with that. In my opinion, sharing knowledge is the same as researching about myself. That’s why I’m here.
ମୋର କିଛି
ଅଭ୍ଯାସ କୁ ଆଧାର କରି ଓ କିଛି ଅଭ୍ଯାସର ଉନ୍ନତି କୁ ଦୃଷ୍ଟିରେ ରଖି ଶିକ୍ଷା ଆଧାରରେ ମୁଁ ଆରମ୍ଭ
କରିଥିଲି Blog “SBholasankar” ନାମରେ । ଏହାର
ଆଭିମୁଖ୍ୟ ଥିଲା “Reading & Writing” । ଏବଂ
ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଁ ସହାୟତା ନେଇଥିଲି କିଛି Social Accounts ର । Blog କୁ set up କରିବା ପରେ ଲକ୍ଷ୍ୟ ଥିଲା Blog ର Name କୁ Google ର Search
box ର ପ୍ରଥମ ପୃଷ୍ଠାକୁ ଆଣିବା । କିନ୍ତୁ
ଭଗବାନଙ୍କ କୃପାରୁ ମୋର ଆଈ ଙ୍କ ଦ୍ବାରା ଦିଆଯାଇଥିବା ନାମକରଣ ( ଭୋଳାଶଙ୍କର ) ପାଇଁ ପ୍ରଭୁ ଭୋଳାନାଥ ଙ୍କ
ଆଶୀର୍ବାଦ ରେ ତାହା ମଧ୍ୟ ଅତି ଶିଘ୍ର ସମ୍ପୂର୍ଣ ହୋଇଥିଲା ତିନି ମାସ ମଧ୍ୟରେ ଯାହା ସାଧାରଣତଃ ୬ ରୁ
୧୨ month ସମୟ
ନେଇ ଥାଏ । ତେଣୁ ଏହିପରି ସ୍ବତନ୍ତ୍ର ନାମର ଅଧିକାରୀ
ହୋଇ ପାରି ଥିବାରୁ ମୁଁ ନିଜ ସମ୍ମୁଖରେ କୃତଜ୍ଞ(Thankful) । ଏହା ସହିତ ସମସ୍ତ Social Accounts ମଧ୍ୟ ଏହାକୁ
ଅନୁସରଣ କରିଥିଲା ନାମ କାରଣ ପାଇଁ । ଯାହା ନିମ୍ନ ରେ ପ୍ରତିଫଳିତ ହୁଏ ।
ଅତଏବ ଫଳ ସ୍ବରୂପ ଏହି ସମସ୍ତ କାର୍ଯ୍ୟ ଅଭିଜ୍ଞତା ରୂପେ ମୋର ବ୍ୟକ୍ତିଗତ ବିକାଶ ଉନ୍ନତି ର ଏକ ଉତ୍ସ ସାଜିଥିଲା । ସ୍ମୃତି ର ୨୦୨୧ କୁ ଏହି ପରି କାର୍ଯ୍ୟ, ଶିକ୍ଷା, ଅନୁସନ୍ଧାନ ଓ ଅନୁଭବ କରି ବର୍ଷ ଅବଧି ଆନନ୍ଦ, ଅନୁଭୂତି ଶିକ୍ଷା ମୂଳକ ଥିଲା ।
Thanks to all for your support 2021.
0 Comments
Thank You For Your Appreciation.