Followers

About Me

My photo
S.Bholasankar
" It's easy to touch the stars, But difficult to get stared, Now that I have the start, Stars are not far off. " Thank you
View my complete profile

Waste of time, Waste of Life, #Time, #Life, #ସମୟ,


Waste of time = Waste of Life

ଜାଣି ପାରେନା !

ସମୟ ମୋତେ ଧରା ଦିଏନା,

ଅବା ମୁଁ ସମୟ କୁ ଧରି ପାରେନା ।

ସମୟର ଅଭାବ ରହିଯାଏ ସିନା,

କିନ୍ତୁ, କିଛି ସମ୍ଭବ ନୁହେଁ ସମୟ ବିନା ।


ସମୟ କାହାକୁ ଅପେକ୍ଷା କରେନା,

କେହି ସମୟ କୁ ରୋକି ପାରେନା ।

ସମୟ କୁ ନଷ୍ଟ କରିବା ମୁର୍ଖାମି ସିନା,

ଏଥିରେ କିଛି ଲାଭ ମିଳେନା । 

Post a Comment

0 Comments