ଜନ୍ମାଷ୍ଟମୀ
ଅଭିମାନ ଅବା କେଉଁ ଭାବ ପାଇଁ ଅନାଇ ଅଛନ୍ତି ରାଇ,
ଜନ୍ମାଷ୍ଟମୀ ରେ ଦୁଷ୍ଟାମୀ କୁ ଧରି ଆସୁଛି କଳା କହ୍ନାଇ ।।
ଦେହେ ଅଳଙ୍କାର ଅତି ଚମତ୍କାର ଝଲସି ଜାଉଛି ଧରା,
ନାଲି ରଙ୍ଗ ଶାଢ଼ୀ ସ୍ମିତହାସ୍ୟ ବଦନି ମୁଖେ ଅଭିମାନ ତୋରା,
ଏହି ରୁପ ଦେଖି ନ ପାରିବ ରୋକି ମନୁଆ ମନ କୁ ତାର,
ଥାଅ ଜଗି ରଖି ଅଜାଣତେ ଆସି ମନ କିଣି ନେବ ଚୋର ।।
✎✎✍ଭୋଳାଶଙ୍କର ସେଠୀ✍🖋🖊
0 Comments
Thank You For Your Appreciation.