Followers

About Me

My photo
S.Bholasankar
" It's easy to touch the stars, But difficult to get stared, Now that I have the start, Stars are not far off. " Thank you
View my complete profile

ଅନଲାଇନ୍ ସମ୍ପର୍କ #Onlinerelationship #Relation #Belive #ସମ୍ପର୍କ #Online #ଅନଲାଇନ୍ ସମ୍ପର୍କ #loneliness #Reality

ଅନଲାଇନ୍ ସମ୍ପର୍କ

ଅଦୃଶ୍ୟ ସମ୍ପର୍କ               ସେହି ଗଢି ପାରେ

ଅଜଣା ଅଚିହ୍ନା ହୋଇ,

ଗଢିବା ସମ୍ପର୍କ                ଭାଙ୍ଗି ପାରେ ପୁଣି

ସନ୍ଦେହ ର ରୂପ ନେଇ

ଗଢିବା ଠାରୁ ସେ                   ଅଧିକ ଭାଙ୍ଗଇ

ଗଢା ନୁହେଁ ମଜବୁତ,

ଏକୁଟିଆ ପଣ                     କରେ ଦୂରୀଭୂତ 

ସେଥି ଲାଗି ଲାଗେ ପ୍ରିତ 

କାହା ପାଇଁ ଜଡା                  କା ପାଇଁ କି ଘିଅ

ଜାଣିବା ବହୁତ କଷ୍ଟ,

କେତେ ଭାଗ ସତ                   କେତେ ଭାଗ ମିଛ

କରି ହୁଏ ନାହିଁ ସ୍ପଷ୍ଟ

( ୪ )


Post a Comment

4 Comments

  1. Kete sundara lekha.... 👌👏👏

    ReplyDelete
    Replies
    1. ଧନ୍ୟବାଦ🙏 ବହୁମୂଲ୍ୟ ମତାମତ ପାଇଁ ।

      Delete
  2. Experience achhi tahele..... Profile ta change karidelani pura

    ReplyDelete

Thank You For Your Appreciation.