Followers

About Me

My photo
S.Bholasankar
" It's easy to touch the stars, But difficult to get stared, Now that I have the start, Stars are not far off. " Thank you
View my complete profile

Srusti o surakshya ସୃଷ୍ଟି ଓ ସୁରକ୍ଷା

ସୃଷ୍ଟି ଓ ସୁରକ୍ଷା

କୃଷକର କ୍ଷେତ ରେ ଉଭୟ ଫସଲ ଓ ତାହା ସହ ଘାସ ମଧ୍ୟ ଉଠି ଥାଏ ପ୍ରାଥମିକ ସ୍ତରରେ ଫସଲ ଅପେକ୍ଷା ଘାସ ର ପରିମାପ ଅଧିକ ରହିଥାଏ ଯେଉଁ ଅବସ୍ତାରେ ଘାସ ଅପେକ୍ଷା ଫସଲର ଅଭିବୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ କିନ୍ତୁ ସେହି ବାଧାର ଶିକାର ବଶବର୍ତ୍ତୀ ହୋଇ ଫସଲ କେବେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଏ ନାହିଁ ବରଂ ସମୟ ଅନୁସାରେ ବାଧକ ଘାସ ଫସଲର ରାସ୍ତାରୁ ଆପେ ଆପେ ହଟି ଯାଇ ଲୋପ ପାଇଯାଏ

“ମାନବ ଯେବେ ଫସଲ ସାଜି ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରେ ସମସ୍ଯା ରୂପକ ଘାସ ଚଲାପଥରେ ସ୍ବତଃ ପ୍ରବୃତ୍ତ ଭାବେ ଜନ୍ମ ନିଏ କିନ୍ତୁ ସମୟ ସ୍ରୋତରେ ସମସ୍ଯା ମଧ୍ୟ ତୃଣ ପରି ଲୋପ ପାଇଯାଏ

କ୍ଷେତରେ ଉଠିଥିବା ଫସଲର ସୁରକ୍ଷା ପାଇଁ କୃଷକ ଜଗି ରହିଥାଏ କିନ୍ତୁ ଘାସ ପାଇଁ ନୁହେଁ ଠିକ୍ ସେହିପରି ମାନବର କର୍ମ କୁ ସୁରକ୍ଷା ଦେବା ପାଇଁ ଭଗବାନ ରହିଛନ୍ତି ତେଣୁ ବାଧକ ର ବିଲୋପ ସୁନିଶ୍ଚିତ ଅଟେ


Post a Comment

0 Comments