ନୀତି ନିୟମ
ଭୁତ ପ୍ରେତ ନୁହେଁ ମଣିଷ ରାକ୍ଷସ
ଖବର ହୁଏ ପ୍ରସାର,
ଭୟଭୀତ ପୂର୍ଣ୍ଣ ନାହିଁ ପ୍ରତିକାର
ଦିନରେ ଲାଗୁଛି ଡ଼ର ।
ବଢ଼ି ପାଣି ପରି ବଢ଼େ ଅପରାଧ
ଓଡ଼ିଶା ଦୁଇ ନମ୍ବର,
ଗଢ଼ା କାହାଣୀ ରେ ହୁଅଇ ରଚନା
ମିଳେନି ମୂଳ ଉତ୍ତର ।
ଦୁର୍ବଳ ଶିକ୍ଷା ରେ ଦୁର୍ବଳ ସଂସ୍କୃତି
ଦୁର୍ବଳ ସଂସ୍କାର ନୀତି,
ଦୁର୍ବଳ କଚେରି ପ୍ରଶାସନ ଏଠି
ଚାପ ପଡ଼େ ରାଜନୀତି ।
The Indian Constitution
by
Cuttack Law Agency
I added this One.
0 Comments
Thank You For Your Appreciation.