Followers

About Me

My photo
S.Bholasankar
" It's easy to touch the stars, But difficult to get stared, Now that I have the start, Stars are not far off. " Thank you
View my complete profile

ମାତୃ ପ୍ରେମ, Rip IAF, CDS General, chief of defence staff Bipin Rawat, ଜେନେରାଲ ବିପିନ୍ ରାୱତ୍

 

ମାତୃ ପ୍ରେମ

ମାଟିର ସନ୍ତାନ ମାଟିରେ ଜନ୍ମିତ

ମାଟି ମାଆ କୋଳେ ବଢ଼ି,

ମାଟିରୁ ଆକାଶ ଉଡ଼ି ଗଲା ଯଶ

ଦେଶ ପାଇଁ ପ୍ରାଣ ବଳି ।

ଯା ପାଇଁ ମହାନ ଥିଲା ଦେଶ ପ୍ରେମ

ଜାଗରଣ ମାତୃଶକ୍ତି,

ହୋଇ ସେ ସନ୍ତାନ ରଖିଥିଲା ମାନ

ହୃଦୟ ରେ ଥିଲା ଭକ୍ତି ।

ନୁହେଁ ଜନ୍ମ ପାଇଁ ନୁହେଁ ମୃତ୍ୟୁ ପାଇଁ

କର୍ମ ପାଇଁ ସ୍ମୃତି କରି,

ତୁଣ୍ଡେ ନାମ ଧରି ସାରା ଦେଶବାସୀ

ହେଉଛନ୍ତି ତାଙ୍କୁ ଝୁରି ।



Post a Comment

0 Comments