Forgiveness (କ୍ଷମା)
ଯଦି ଜଣେ ବ୍ୟକ୍ତି ଗୋଟିଏ ଛୋଟ ଛୁଆ ଆଗରେ କିଛି ଭୁଲ କରିଦିଏ ସେହି ପିଲା ବ୍ୟକ୍ତି କୁ ସଙ୍ଗେ ସଙ୍ଗେ ଭୁଲ୍ ସୁଧାରିବା ପାଇଁ କହି ଥାଏ ଓ ପରେ ସେ ସେହି ଭୁଲ୍ କୁ ଅଯଥା ମୁଣ୍ଡ ରେ ନ ରଖି ସାଧାରଣତଃ ସେ ଭୁଲି ଯାଏ । କିନ୍ତୁ ସେହି ଭୁଲ୍ ଯଦି ଅନ୍ୟ କୌଣସି ବ୍ୟକ୍ତି ବା ବଡ଼ ଲୋକଙ୍କ ଆଗରେ ହୋଇଯାଏ ତେବେ ସେହି ଅନ୍ୟ ବ୍ୟକ୍ତି ଜଣକ ତ୍ରୁଟି ସୁଧାରିବା ପାଇଁ ଆଦେଶ ଦେଇଥାଏ ସତ । ଏଥି ସହ ସେହି ତ୍ରୁଟି କୁ ସେ ତା ମସ୍ତିଷ୍କ ରେ ସବୁଦିନ ପାଇଁ ମନେ ରଖି ବାରମ୍ବାର ସେହି ବ୍ୟକ୍ତିର ନଜରକୁ ଆଣି ତାକୁ ଲଜ୍ଜିତ କରିବାକୁ ଚେଷ୍ଟା କରିଥାଏ ।
ଜଣେ ଛୋଟ ଛୁଆ ଓ ଜଣେ ବଡ଼ ଲୋକଙ୍କ ତ୍ରୁଟି ସୁଧାରଣ ରେ ଏହାହିଁ ପାର୍ଥକ୍ୟ ଅଟେ ।
0 Comments
Thank You For Your Appreciation.