Subscribe ( YouTube)

Members

Guru Purnima, Guru purnima quotes, Guru purnima wishes

 GURU PURNIMA

  • The Best Teachers show you "Where to look but don't tell you what to see".
  • Guru Purnima is a day to reflect on how you have "GROWN AS A PERSON".
  • Call up your Old Teachers and thank them for guiding you this Guru Purnima.
  • Pen sweet thank you notes to teachers both in and out of the classroom.

One Child, One Teacher, One book and One Pen Can change the World. 

(Malala Yousafzai)

Guru Purnima was revived by Mahatma Gandhi to pay tribute to his Guru.

The world Guru in sanskrit is translated as "DISPELLER OF DARKNESS".

The art of teaching is the "ART OF ASSISTING DISCOVERY".

(Mark Van Doren)

ଗୁରୁ ଭଗବାନ

ମାତା ହାତ ଧରି ଚାଲିବା ଶିଖିଛି
ପିତାଙ୍କ ଠାରୁ ଶାସନ
ଅଜ୍ଞାନେ ଅନ୍ଧ ମୁଁ ଲଭିଛି ନୟନ 
ଗୁରୁ ଠାରୁ ଦିବ୍ୟଜ୍ଞାନ ।।
ପ୍ରଭୁଙ୍କ ପାଇଁକି ଭକତି ମୋହର
ପାଇନି ତାଙ୍କ ଦର୍ଶନ,
ଗୁରୁ, ପିତା, ମାତା ଏଇ ମୋ ଜୀବନେ
ଜୀବନ୍ତ ଦିଅଁ ସମାନ ।।
ତୁମ୍ଭ ମାନଙ୍କର ଆଶିର୍ବାଦ ପାଇଁ 
ଆଜି ହୋଇଛି ସକ୍ଷମ,
ଅବଜ୍ଞା ହୋଇଲେ ତୁମରି ଆଦେଶ
ହୋଇବି ନିଶ୍ଚେ ଅଧମ ।।
କେଉଁ ପୁଣ୍ୟ ବଳେ ପାଇଛି ତୁମ୍ଭଙ୍କୁ
ଧନ୍ୟ ମଣଇ ନିଜକୁ,
ତୃଟି ଥିଲେ କ୍ଷମା ଦେବ ଗୁରୁଜନେ
ତୁମ ଏହି ବାଳୁତକୁ ।।

💐🙏🙏🙏💐

Post a Comment

0 Comments