Followers

About Me

My photo
S.Bholasankar
" It's easy to touch the stars, But difficult to get stared, Now that I have the start, Stars are not far off. " Thank you
View my complete profile

The Priest rule (ବ୍ରାହ୍ମଣ ନୀତି)

 


ଉଚ୍ଚ ବ୍ରାହ୍ମଣ ଉଚ୍ଚ ନିତି,

ଦକ୍ଷିଣା ରେ କେବେ ନୁହଁନ୍ତି ଶାନ୍ତି ।

ଗଣ୍ଠିଲି ରେ ସଦା ପକାନ୍ତି ଗଣ୍ଠି,

ମୁଖରେ ମନ୍ତ୍ର ହାତରେ ଘଣ୍ଟି ।

ସମାଜ ଦିଅଇ ତାଙ୍କୁ ସମ୍ମାନ,

ମନେ ମନେ ରଜା ନୀତି ବେନାମ ।

ଲୋକ ଭାବନାରେ ସେ ଦେବ ସମାନ,

କାର୍ଯ୍ୟ ଅନୁସାରେ ପାଆନ୍ତି ମାନ ।

ଜାତକ ଦେଖି କହିଥାନ୍ତି ଭବିଷ୍ୟତ,

ଲୋଭ ଛାଡ଼େ ନାହିଁ ଏହା ପ୍ରକୃତି ଗତ ।

ଏକାଧିକ କାର୍ଯ୍ୟ ଥିଲେ ଚଞ୍ଚଳ,

ଦେଖା ଦିଅନ୍ତିନି ବେଳ ଉଛୁର ।

ଉଚ୍ଚ ନୀଚ୍ଚ ଜାତି ଭେଦ ବିଭେଦ,

ତାଙ୍କ ମୁଖ ଉଚ୍ଚାରଣ ଅଟଇ ବେଦ ।


✒️✏️✍️ ଭୋଳାଶଙ୍କର ସେଠୀ ✍️🖋️ 🖊️



Post a Comment

0 Comments