ଜାତୀୟ ଶିକ୍ଷା ଦିବସ
ସାରା ଭାରତବାସୀ ଯେତେବେଳେ ନିଜ ନିଜ କାମ ରେ ବ୍ୟସ୍ତ ରହୁଥିଲେ ସେହି ସମୟରେ ଗାନ୍ଧିଜୀ ନିଜ ହାତରେ ଅରଟ ଚଳାଇ ସ୍ବାଧୀନ ଭାରତର ସ୍ବପ୍ନ ଦେଖୁଥିଲେ ।,
ସାରା ବିଶ୍ବ ଯେତେବେଳେ ଶୋଇ ପଡୁଥିଲା ଡ଼. ଏ. ପି. ଜେ. ଅବଦୁଲ କଲାମ ନିଜକୁ ମିସାଇଲ୍ ଗଢିବାରେ ନିୟୋଜିତ କରୁଥିଲେ ।,
ତେଣୁ, ଆଜି ମହାତ୍ମା ଗାନ୍ଧି ଜାତିର ପିତା ଓ ଡ଼. କାଲାମ ଦେଶବାସୀ ଙ୍କ ହୃଦୟ ରେ ମିସାଇଲ୍ ମେନ୍ ହୋଇ ରହି ପାରିଛନ୍ତି ।
ଅତଏବ, ଆଜି ଯେତେବେଳେ ସାରା ପୃଥିବୀ ତୁମ ଆଡ଼କୁ ଦୃଷ୍ଟି ଆକର୍ଷଣ କରିବାକୁ ନାରାଜ, ସେତେବେଳେ ନିରବରେ ତୁମେ କ'ଣ କରିବା ପାଇଁ ଇଛୁକ ଅଛ? ଯାହାକୁ ନେଇ ନିଜ ଭିତରେ ସଫଳତା ପାଇବା ର ବିଶ୍ୱାସ ରଖି ପାରିବ ।
0 Comments
📩 Give Your Precious Comments before You Leave. (Put your Name before comment.)