Subscribe ( YouTube)

Members

ଭଉଣୀ ର ଚିଠି, #ପ୍ରତ୍ୟୁତର, ରାକ୍ଷୀ ପୂର୍ଣ୍ଣିମା, #ରକ୍ଷୀ, #Rakshipurnima, #Rakhi


ପ୍ରତ୍ୟୁତର

ଭାଇ ର ଚିଠି ( From- Me ) :-

📨📭📝📫📮📪📬📨📩📝📨

ସ୍ନେହ ଶ୍ରଦ୍ଧା ଡୋରିରେ ବାନ୍ଧିଲ ଯେବେ ରାକ୍ଷୀ ହେବ କାହିଁ ଲୋଡା,

ରକ୍ତ ସମ୍ପର୍କ ରୁ ନହେଲେ ମଧ୍ୟ ହୃଦୟ ସମ୍ପର୍କରେ ଗଢା ।

ଭାଇଭଉଣୀ ର ଏ ପବିତ୍ର ସମ୍ପର୍କ ଯୁଗ ଯୁଗ କୁ ରହି ଥାଉ,

ଜଗା ବଳିଆ ଙ୍କ ଆଶିଷ କୃପା ତୁମରି ଉପରେ ରହୁ ।

କି ଦେଇ ପାରିବ ଏ ଗରିବ ଭାଇ କମିବ କୁବେର ଠାରୁ,

ସ୍ନେହ ଶ୍ରଦ୍ଧା ରେ ମୋ କମି ରହିଥିଲେ ଛଡ଼ାଇ ନେବୁ ପାଖରୁ ।

ଭଉଣୀ ର ହସ ଭାଇ ପାଇଁ ଶୋଷ ପିଇଲେ ହୁଅଇ ତୋଷ,

ଭାଇଭଉଣୀ ର ପବିତ୍ର ସମ୍ପର୍କ ରେ ଦୃଶ୍ୟ ହୁଏ ନାହିଁ ଦୋଷ ।

👇


Post a Comment

2 Comments

Thank You For Your Appreciation.