"ଦାରିଦ୍ରତା ନୁହେଁ ମୋର ଆଭୂଷଣ
ଆକର୍ଷଣରେ ମୋହନୀ,
ସ୍ଵତଃ ଶକ୍ତିର ଉପଲବ୍ଧି ନାହିଁ ଶୁଷ୍କ
ସମୁଦ୍ରେ ମୁଁ ସୁନାମୀ ।"
ଆଜି ମୋ Note Book ରୁ ଏହି ପଦ ଟା ପାଇଲି କିନ୍ତୁ ମୁଁ ଜାଣିବାରେ ମୋର ମାନେ ପଡୁ ନାହିଁ ଏହାକୁ ମୁଁ ଲେଖିଛି ଅବା ଅନ୍ୟ କେହି? ଏହା କେଉଁ ଭାବାର୍ଥ ପାଇଁ ଲେଖା ଯାଇଛି ତାହା ମଧ୍ୟ ଜାଣିବାକୁ ଇଚ୍ଛୁକ କିନ୍ତୁ ଅସମର୍ଥ । ତେଣୁ ଆପଣଙ୍କୁ ପଚାରିବା ପାଇଁ ଉଚିତ୍ ମାନେକଲି । ଯ୍ଯଦି ତୁମ ପାଖରେ ଏହାର ଉତ୍ତର ଥାଏ ତେବେ ଓ ଇଚ୍ଛୁକ ହୁଅନ୍ତି ତେବେ ଜଣାଇବେ । ଏହା କାହାକୁ ଭିତ୍ତି କରି ଲେଖା ହୋଇ ଥାଇପାରେ? ଏହା କାହା ପାଇଁ ଓ କେଉଁ ଭାବ ପାଇଁ ଲେଖା ହୋଇଛି?
0 Comments
📩 Give Your Precious Comments before You Leave. (Put your Name before comment.)