Followers

About Me

My photo
S.Bholasankar
" It's easy to touch the stars, But difficult to get stared, Now that I have the start, Stars are not far off. " Thank you
View my complete profile

କବିତା, What is in a poem?, What is a short poem? #poem #shortpoem #writing ✍️

କବିତା ନୁହଁଇ ସେ ତ କଷ୍ଟ ହାରି ଗୀତା,

ହରି ନିଏ ଦୁଃଖ ସବୁ ଦେଇ ସୁଖ ବାର୍ତ୍ତା ।।

କଲମରୁ କାଳି ଝରି ହୁଅଇ ସେ ସୃଷ୍ଟି,

ସେ ସମୟେ ମନ ବୋଝ କମି ହୁଏ ତୃଷ୍ଟି ।।

ଅଶାନ୍ତ ଅଦୃଶ୍ୟ ହୁଏ ଶାନ୍ତ ଆଗମନ,

ଏ ଶୁଭ ଲଗନେ ହୃଦ ମନ ର ମିଳନ ।।

✏️✒️📑🖋️🖊️

Post a Comment

0 Comments