ବାଘ
ମାନବ ଭାବଇ ମୋତେ ହିଂସ୍ର,
କଷଣ ଦିଅଇ ଅଜସ୍ର ।
ଦେଖି ନାହିଁ ମୋର ଶାନ୍ତ ରୂପ,
ନୁହେଁ ମୋ ଆଭୂଶଣ କୋପ ।
ମରଇ ସେ ଜମି ବିବାଦରେ,
ମୋ ଘର କୁ ଭାଙ୍ଗି ଘର
କରେ ।
ହାତେ ଜମି ପାଇଁ ମୁଣ୍ଡ କାଟେ,
ଶାନ୍ତ ରହିବି ମୁଁ
କେମନ୍ତେ ।
ସ୍ନେହ ଆଦରରେ ମୁହିଁ ଶାନ୍ତ,
କଷଣ ପରିବର୍ତ୍ତେ ମୁହିଁ ହିଂସ୍ର ।
0 Comments
Thank You For Your Appreciation.