Followers

About Me

My photo
S.Bholasankar
" It's easy to touch the stars, But difficult to get stared, Now that I have the start, Stars are not far off. " Thank you
View my complete profile

ନୂଆଁ ଲାଗେ ନୂଆଁ ଅନୁଭୂତି, New feelings (Nuan Anubhuti ) #feelings#feel #new #challenge #difficulties #expression #moment

ନୂଆଁ ଲାଗେ ନୂଆଁ ଅନୁଭୂତି

ଯେତେବେଳେ ଜୀବନ ଦୁଃଖ ରୂପ ନେଇ ଆସେ ସେହି ଦୁଃଖ କୁ କାହାକୁ କହି ହୁଏ, ନା କାହାର ସହାୟତା ନେଇ ହୁଏ, କିମ୍ବା କୌଣସି ଉପାୟ ମିଳେ । ବାସ୍ କେବଳ ଅନୁଭବି ଟିଏ ହୋଇ ଅନୁଭବ କରି ହୁଏ । ସୁଖ ର ଅନୁସନ୍ଧାନ ରେ ଅପେକ୍ଷା କରି ହୁଏ । ଦୁଃଖ ର ଅନ୍ଧାର ରେ ସୁଖ ଆଲୁଅ ର ଅନୁପସ୍ଥିତି କୁ ବାରି ହୋଇ ପାରେ। ସେହି ସୁଖ ଆଲୋକ ଆସଇ ନିଶ୍ଚୟ କିନ୍ତୁ ଦୁଃଖ ଅନ୍ଧାର ମନରେ ଭୟ, ମୁଣ୍ଡରେ ଚିନ୍ତା ଓ ବେଳେ ବେଳେ ଆଖିରେ ଲୁହ ହୋଇ ବହି ଆସେ। ଅନୁସନ୍ଧାନ ତ ଜାରି ରହେ କିନ୍ତୁ ସମାଧାନ ର ସ୍ପଷ୍ଟ ସଂକେତ ଅଜଣା ରହି ଯାଏ । ମାନସିକ ସ୍ତରରେ ପ୍ରସ୍ତୁତି ହେଲେ ମଧ୍ୟ ଏଇ ନୂଆଁ ରୂପ ନୂଆଁ ଅନୁଭୂତି ଖାଲି ନୂଆଁ ଲାଗଇ।

Post a Comment

0 Comments