ଓଡ଼ିଆ ନବବର୍ଷ (ପଣା ସଂକ୍ରାନ୍ତି)
ମା କାଳୀ ଙ୍କ ପ୍ରସିଦ୍ଧ ଯାତ୍ରା ଦଣ୍ଡ ନାଚ
ବ୍ରହ୍ମାଣ୍ଡ ର ରହସ୍ୟ ରେ ଯେପରି ବିଜ୍ଞାନ ପାଦ ସ୍ତାପି ପାରୁ ନାହିଁ ତଥାପି ସେଥିରେ ସତ୍ୟତା ଲୁଚି ରହିଛି । ବାସ୍ ଠିକ୍ ସେହିପରି କିଛି ରହସ୍ୟ ପୁର୍ଣ୍ଣ, କିମ୍ବଦନ୍ତୀ ଭରା, ଦୃଢ଼ ବିଶ୍ୱାସ ଭିତରେ ରହିଛି ଏହିପରି କିଛି ଭକ୍ତି, ଭାବନା ଓ ଆଧ୍ୟାତ୍ମିକତା ।
ବିଜ୍ଞାନ ଯେଉଁ ଜଟିଳତା କୁ ସତ୍ୟତା ର ରୂପ ଦିଏ ତାହା ସାଧାରଣ ଲୋକଙ୍କ ପାଇଁ ଜଟିଳ ହୋଇ ଅଜ୍ଞାତ ପାଲଟି ଯାଏ ସେହିପରି ଲୋକ ମନରେ ଥିବା ଏହି ସରଳ ବିଶ୍ୱାସ ବିଜ୍ଞାନ ପାଇଁ ଜଟିଳ ହୋଇ ଅବୁଝା ରହିଯାଏ ।
ତେଣୁ ଏଥିରେ ଯୁକ୍ତିଯୁକ୍ତ ପ୍ରମାଣ ତ ଦୂରର କଥା ସତ୍ୟତା ର ଆଭାସ ମଧ୍ୟ ମିଳେ ନାହିଁ ତଥାପି ଏହା ଲୋକଙ୍କ ଦୃଢ଼ ଆତ୍ମବିଶ୍ବାସ ଆଗରେ ଉଭୟ ବିଜ୍ଞାନ ଓ ନିୟତି କୁ ମୁଣ୍ଡ ନଇଁବାକୁ ବାଧ୍ୟ ହୋଇଥାଏ ।
0 Comments
Thank You For Your Appreciation.