Followers

About Me

My photo
S.Bholasankar
" It's easy to touch the stars, But difficult to get stared, Now that I have the start, Stars are not far off. " Thank you
View my complete profile

Astrology, Professional front, A.P.J. Abdul Kalam

 My Achievement

ଆଜି ଜାଣିବାକୁ ପାଇଲି ଯେ Google ରେ ମୋ ଦ୍ବାରା କରାଯାଇଥିବା ସମସ୍ତ ପୋଷ୍ଟ ମୋର Blog Website ବ୍ୟତୀତ ଅନ୍ୟ ଦୁଇ Website ରେ ମଧ୍ୟ Approval ହୋଇଛି ଏହା ମୋ ପାଇଁ ଏକ Surprise ଅଟେ

1. http://triasbogor.com/S_Bholasankar

2. http://boeingrelocations.com/author/S_Bholasankar

ଭାବୁଛି ଗତକାଲି ସମସ୍ତ ଭଉଣୀ ମାନେ ବୋଧହୁଏ ମୋ ପାଇଁ ଅଧିକ ଶୁଭ କାମନା କରିଥିଲେ ତେଣୁ ଆଜି ଏହି ଖୁସି ଖବର ଜାଣିବାର ସୁଯୋଗ ପାଇପାରିଲି କିନ୍ତୁ ମୁଖ୍ୟ କଥା ହେଉଛି, କିଛି ଦିନ ହେଲା ମୁଁ ଇଂରାଜୀ ଖବର କାଗଜ ଅନୁସନ୍ଧାନ ରେ ଥିଲି । ଗତକାଲି ସକାଳେ ବଜାର କୁ ଯିବା ବାଟରେ ଏକ ଇଂରାଜୀ ଖବର କାଗଜ (Orissa Post) କିଣିବାର ସୁଯୋଗ ପାଇଲି ପୂର୍ବଦିନ ପର୍ବର ବ୍ୟସ୍ତତା ରେ ସେହି ପେପର ପଢିବାକୁ ସମୟ ପାଇନଥିଲି । ତେଣୁ ଆଜି ସକାଳେ ତାହାକୁ ପଢିବା ଆରମ୍ଭ କରିଥିଲି । ସେହି ସମୟରେ ମୋର ନଜର ରାଶିଫଳ ଉପରେ ପଡିଲା A.P.J. Abdul Kalam ଙ୍କ ଜୀବନୀ ପଢିବା ସମୟରେ ସେଠାରେ ଲେଖାଥିଲା ସେ ଜଣେ ବିଜ୍ଞାନ ଶ୍ରେଣୀ ର ଛାତ୍ର ହେଲେ ମଧ୍ୟ ଜ୍ଯୋତିଷ ଶାସ୍ତ୍ର(Astrology) ବିଶ୍ବାସ କରୁଥିଲେ । ବେଳେବେଳେ ସେ ସାଙ୍ଗ ମାନଙ୍କ ପ୍ରଶ୍ନର ଉତ୍ତର ଦେବାବେଳେ Astrology ବ୍ୟବହାର କରୁଥିଲେ ତେଣୁ ମୁଁ ପେପର ରେ ରାଶିଫଳ ଦେଖି ତାହାକୁ ପଢି ମୋ ରାଶି ବିଷୟରେ ଜାଣିବାକୁ ଇଛୁକ ହେଲି ଯେହେତୁ ସେଥିରେ ଲେଖାଥିବା ରାଶିଫଳ କାଲିର ଥିଲା ମୁଁ ପଢିଲା ପରେ ମୋତେ ଅନୁଭୂତ ହେଲା ଲେଖାଥିବା ସମସ୍ତ ବାକ୍ୟରେ ସତ୍ୟତା ରହିଛି, ଗୋଟିଏ ବାକ୍ୟ ବ୍ୟତୀତ ସେହି ବାକ୍ୟ ଟି ହେଉଛି:- “On the professional front, you will achieve major milestones.” କେବଳ ଏହି ବାକ୍ୟ ର ସତ୍ୟତା କୁ ଜାଣି ପାରୁନଥିଲି । କିନ୍ତୁ ଯେତେବେଳ Goole page ରେ ଅନ୍ୟ ଦୁଇ Website ରେ ପୋଷ୍ଟ ର Approval ର ସୂଚନା ପାଇଲା ପରେ ସେହି ସନ୍ଧେହ ମଧ୍ୟ ଦୂର ହୋଇଗଲା । ତେବେ ଅବଦୁଲ କାଲାମ ଏହା ମଧ୍ୟ କହିଥିଲେ ଯେ ଆମ ଜୀବନ ର ଘଟଣା ସହ ଗ୍ରହ, ନକ୍ଷତ୍ର ର ଉପସ୍ଥିତି ଓ ଗତି ସହ କେଉଁ ସମ୍ପର୍କ ଓ କିପରି ସମ୍ଭବ ହୁଏ ତାହା କେହି ଜାଣେନା କିନ୍ତୁ ଏଥିରେ ସତ୍ୟତା ରହିଛି । ହଁ କିନ୍ତୁ ଯାହା ବିଜ୍ଞାନ ମତରେ ଗ୍ରହଣୀୟ ସମ୍ଭବ ନୁହେଁ ତାହାକୁ ସତ୍ୟ ମଣିବା ଉଚିତ ନୁହେଁ । ଏହାର ସତ୍ୟତା ପାଇଁ ସେହି ଖବର କାଗଜ ର ଫଟୋ ଚିତ୍ର ହିଁ ରହିଛି ।




Post a Comment

0 Comments