Followers

About Me

My photo
S.Bholasankar
" It's easy to touch the stars, But difficult to get stared, Now that I have the start, Stars are not far off. " Thank you
View my complete profile

#Raksha Bandhan, #ଭଉଣୀ ର ଚିଠି, #Rakhi, #ରାକ୍ଷୀ

ଭଉଣୀ  ମେଘ୍ନା
📮📜📝💌✉📩📧

ଭଉଣୀ ହେଇ ମୁଁ କିଛି ମାଗୁନି,

ମାଗୁଛି ତ ଟିକେ ଆଶୀର୍ବାଦ ଟି ।

ମାଗୁଛି ଟିକିଏ ମୁହଁରେ ହସ,

ଦବ ନାହିଁ ଭାଇ ମତେ ଯେ ଦୋଷ ।

ଭଉଣୀ ତୁମର ରହିଲି ସାକ୍ଷୀ,

ପିନ୍ଧେଇ ନଥାଏ ହାତରେ ରାକ୍ଷୀ ।

ସାଙ୍ଗରେ ରହିବି ଯୁଗ ଯୁଗକୁ,

ଭୁ୍ଲ୍ ବୁଝିବନୀ ଏହି କୁନି କୁ ।

Advance Raksha Bandhan bhai 🙏🏻☺️

Read more
👇


Post a Comment

0 Comments