Subscribe ( YouTube)

Members

ସମ୍ବିଧାନ ନୀତି ନିୟମ, ଓଡ଼ିଶା ଖବର, News Odisha

 ନୀତି ନିୟମ 

ଭୁତ ପ୍ରେତ ନୁହେଁ              ମଣିଷ ରାକ୍ଷସ
ଖବର ହୁଏ ପ୍ରସାର,
ଭୟଭୀତ ପୂର୍ଣ୍ଣ               ନାହିଁ ପ୍ରତିକାର
ଦିନରେ ଲାଗୁଛି ଡ଼ର ।
ବଢ଼ି ପାଣି ପରି                 ବଢ଼େ ଅପରାଧ
ଓଡ଼ିଶା ଦୁଇ ନମ୍ବର,
ଗଢ଼ା କାହାଣୀ ରେ               ହୁଅଇ ରଚନା
ମିଳେନି ମୂଳ ଉତ୍ତର ।
ଦୁର୍ବଳ ଶିକ୍ଷା ରେ               ଦୁର୍ବଳ ସଂସ୍କୃତି
ଦୁର୍ବଳ ସଂସ୍କାର ନୀତି,
ଦୁର୍ବଳ କଚେରି                   ପ୍ରଶାସନ ଏଠି
ଚାପ ପଡ଼େ ରାଜନୀତି ।

The Indian Constitution

by
Cuttack Law Agency
I added this One.

Post a Comment

0 Comments