CHANGE ONESELF
It is very easy to change one's own life.One have to change oneself first to change one's own life.
To change oneself, one have to change the way one do things.
One have to change one's mindset first to change the way one do things.
ନିଜ ଜୀବନକୁ ପରିବର୍ତ୍ତନ କରିବା ଅତ୍ୟନ୍ତ ସହଜ । ନିଜ ଜୀବନ କୁ ପରିବର୍ତ୍ତନ କରିବାକୁ ହେଲେ ପ୍ରଥମେ ନିଜକୁ ପରିବର୍ତ୍ତନ କରିବାକୁ ପଡ଼ିଥାଏ । ନିଜକୁ ବଦଳାଇବା ପାଇଁ, ନିଜର କାର୍ଯ୍ୟ କରିବାର ପଦ୍ଧତିକୁ ପରିବର୍ତ୍ତନ କରିବାକୁ ପଡିବ । ନିଜର କାର୍ଯ୍ୟ କରିବାର ପଦ୍ଧତିକୁ ପରିବର୍ତ୍ତନ କରିବା ପାଇଁ ପ୍ରଥମେ ନିଜର ମାନସିକତାକୁ ପରିବର୍ତ୍ତନ କରିବାକୁ ପଡିବ ।
0 Comments
📩 Give Your Precious Comments before You Leave. (Put your Name before comment.)