Followers

About Me

My photo
S.Bholasankar
" It's easy to touch the stars, But difficult to get stared, Now that I have the start, Stars are not far off. " Thank you
View my complete profile

Odia Invitation to juniors.

Welcome Members

ଏହି ବ୍ଲଗ୍ ବିଷୟରେ,

                    ଯେପରି ଆପଣ ଜାଣନ୍ତି ମୁଁ ଗତ ଏକ ବର୍ଷରୁ ଏହି Blog (Website)କୁ Run କରିଆସୁଛି । ଏଠାରେ ମୁଁ 300 ରୁ ଅଧିକ ପୃଷ୍ଠା ସୃଷ୍ଟି କରି ପୋଷ୍ଟ କରିସାରିଛି । ବର୍ତ୍ତମାନ ଏହି Blog ର ଅଭିବୃଦ୍ଧି ପାଇଁ ମୁଁ ଆପଣଙ୍କୁ ମୋର ବ୍ଲଗ୍ ରେ ଜଣେ ସଦସ୍ୟ(Member) ହେବା ପାଇଁ ନିମନ୍ତ୍ରଣ କରୁଛି ।

Follow the steps below 

📌 Step - 1

ପ୍ରଥମେ ଏହି Page ର Top part ରେ Header Logo(S Bholasankar) ନିକଟରେ ଏକ "Follow" button ରହିଛି । ସେହି "Follow" button ଉପରେ Click କରନ୍ତୁ ।

କିମ୍ବା

👇

ଏହି ଠାରେ CLICK କରନ୍ତୁ

📌 Step - 2

ଏହା ପରେ ଆପଣ ଏକ ନୂଆଁ Page ଦେଖିବାକୁ ପାଇବେ ସେଠାରେ final "Follow" Button ରହିଥିବ ତାହା ଉପରେ "CLICK" କରି ଆପଣ ଏହି Blog ରେ ଜଣେ ସଦସ୍ୟ(Member) ହୋଇଯିବେ । ପରେ ଆପଣ ନିଜ Profile କୁ ଉପରେ ଥିବା Logo ନିକଟରେ ଦେଖି ପାରିବେ ।

ନିଶ୍ଚିତ ରୂପେ ଆପଣ ଉପରୋକ୍ତ 2 ଟି steps କୁ ଅନୁସରଣ କରି ଏହି ବ୍ଲଗରେ ସଦସ୍ୟ(Member) ହୁଅନ୍ତୁ ।ଯେଉଁଠାରେ ଆପଣ ଶିକ୍ଷାଗତ ବିଷୟବସ୍ତୁ (Educational Content) ବିଷୟରେ ଅନେକ ତଥ୍ୟ ଜାଣିପାରିବେ ।


Click here to Convert English

Post a Comment

2 Comments

  1. Replies
    1. Yes Rudra, Follow the above 2 steps and become a Member in my Blog (Web) Page.

      Delete

Thank You For Your Appreciation.